Anirudha Samal Think Big

Anirudha Samal Think Big Jay Jagannath

ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ (ବାପୁ ଭାଇ )ଙ୍କ ବଡବାପା ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ସୁଲଭ ଚରଣ ନାୟକ ଏବଂ ବଡ...
28/02/2026

ବଡ଼ଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର କୁମାର ନାୟକ (ବାପୁ ଭାଇ )ଙ୍କ ବଡବାପା ତଥା ବିଶିଷ୍ଟ ଶିକ୍ଷାବିତ ସ୍ବର୍ଗତ ସୁଲଭ ଚରଣ ନାୟକ ଏବଂ ବଡ଼ ବୋଉ ସ୍ବର୍ଗତ ମୁକ୍ତା ମଞ୍ଜରୀ ନାୟକଙ୍କ ଏକାଦଶହ କାର୍ଯ୍ୟକ୍ରମରେ ଯୋଗଦେଇ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଅବସରରେ...!
🙏🙏
ଜୟ ଜୟ ଜଗନ୍ନାଥ 🚩🙏

ଭାରତୀୟ ରାଜନୀତିର ଦିଗନ୍ତରେ ଏକ ଅମାପ ଛାପ ଛାଡିଯାଇ ଥିବା 'ପଦ୍ମ ବିଭୂଷଣ' ସ୍ୱର୍ଗତଃ  #ସୁଷମା ସ୍ୱରାଜଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ବିନମ୍ର ...
14/02/2026

ଭାରତୀୟ ରାଜନୀତିର ଦିଗନ୍ତରେ ଏକ ଅମାପ ଛାପ ଛାଡିଯାଇ ଥିବା 'ପଦ୍ମ ବିଭୂଷଣ' ସ୍ୱର୍ଗତଃ #ସୁଷମା ସ୍ୱରାଜଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ....🙏

ଅଇଲେ ମା’ ସରସ୍ୱତୀ ନିର୍ମଳ ବର୍ଣ୍ଣେରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେଗଳାରେ ଗଜମୋତି ମୁକୁତାର ହାରଦିଅ ମା’ ସରସ୍ୱତୀ ବିଦ୍ୟାଭଣ୍ଡାର ।ସମସ୍ତଙ୍କ...
23/01/2026

ଅଇଲେ ମା’ ସରସ୍ୱତୀ ନିର୍ମଳ ବର୍ଣ୍ଣେ
ରତ୍ନ ବିଭୂଷିତ କୁଣ୍ଡଳ କର୍ଣ୍ଣେ
ଗଳାରେ ଗଜମୋତି ମୁକୁତାର ହାର
ଦିଅ ମା’ ସରସ୍ୱତୀ ବିଦ୍ୟାଭଣ୍ଡାର ।

ସମସ୍ତଙ୍କୁ ପବିତ୍ର ସରସ୍ଵତୀ ପୂଜା ଓ ବସନ୍ତ ପଞ୍ଚମୀ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ମା' ସରସ୍ଵତୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ଏତିକି ପ୍ରାର୍ଥନା 🙏🙏

ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମୋର ଅତି ଆପଣାର ଆଦରଣ...
13/01/2026

ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ଯୁବ ବିଧାୟକ ତଥା ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ମୋର ଅତି ଆପଣାର ଆଦରଣୀୟ ବଡ଼ ଭାଇ Mr.Sampad Swain ଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସେ ସର୍ବଦା ସୁସ୍ଥ ଓ ନିରୋଗ ରୁହନ୍ତୁ, ତାଙ୍କ ରାଜନୈତିକ ଭବିଷ୍ୟତ ଆହୁରି ଉଜ୍ଜଳ ହେଉ ଏତିକି କାମନା । 💕


Sampad Swain

04/01/2026

Address

Cuttack
754205

Telephone

+919778752332

Website

Alerts

Be the first to know and let us send you an email when Anirudha Samal Think Big posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Anirudha Samal Think Big:

Shortcuts

Share